Ukia 24

ଘୁଷୁରାମୁଣ୍ଡା ମାଁ ବାରଖୁଲେନ କ୍ରିକେଟ ଟୁର୍ନାମେଣ୍ଟ ,ମୁରିବାହାଲ ଚାମ୍ପିୟାନ|

ମୁରିବାହଲ,୭ l ୬(ଉକିଆ 24ନ୍ୟୁଜ ବ୍ୟୁରୋ) : ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଗୁଡିଘାଟ ଗ୍ରାମ ପଞ୍ଚାୟତର ଘୁଷୁରାମୁଣ୍ଡା ଗ୍ରାମଠାରେ ମାଁ ବରାଖୁଲେନ କ୍ରିକେଟ କ୍ଲବ ତରଫରୁ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି l ଏହି କ୍ରିକେଟ ଟୁର୍ନାମେଣ୍ଟ ର ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଭା ଜା ପା ସଭାପତି ତଥା ସାଂସଦ ପ୍ରତିନିଧି ଶ୍ରୀବତ୍ସ ବେହେରା ଯୋଗଦାନ କରିଥିଲେ ଏବଂ ସମ୍ମାନିତ ଅତିଥି ରୂପେ ମୂରିବାହାଲ ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର,…

Read More

ଅର୍ଶାତୁଲା ଲକ୍ଷେ ଘର ଗଣ୍ଡା ସମାଜ ପକ୍ଷରୁ ଆମ୍ବେଦକରଙ୍କ ଜୟନ୍ତୀ ସମାରୋହ।

କଣ୍ଟାବାଞ୍ଜି : ଏକତା ମଞ୍ଚ ଲକ୍ଷେ ଘର ଗଣ୍ଡା ସମାଜ ଅର୍ଶାତୁଲା ଗ୍ରାମପଞ୍ଚାୟତ ପକ୍ଷରୁ କୁର୍ଡିଆ ମୁଣ୍ଡା ଠାରେ ଭୀମରାଓ ଆମ୍ବେଦକରଙ୍କ ୧୩୪ ତମ ଜୟନ୍ତୀ ଲକ୍ଷେ ଘର ଗଣ୍ଡା ସମାଜର ସଭାପତି ଶ୍ରୀଯୁକ୍ତ ଲଳିତ ମହାନଦ ଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅର୍ଶାତୁଲା ଗ୍ରାମପଞ୍ଚାୟତ ର ସରପଞ୍ଚ ପ୍ରତିନିଧି ଟଙ୍କଧର ପୁଟେଲ ,ମୁଖ୍ୟବକ୍ତା ଭାବେ‌ ଅନୁସୂଚିତ ଜାତି / ଅନୁସୂଚିତ ଜନଜାତି ବିକାଶ ବିଭାଗର ଜିଲ୍ଲା ଶିକ୍ଷକ ସଂଘର…

Read More

ଉପସ୍ଥାପକ ଶୁଶିଲ ଙ୍କୁ ସମ୍ବର୍ଦ୍ଧିତ କଲେ ଉପ ମୁଖ୍ୟମନ୍ତ୍ରୀ ।

କଣ୍ଟାବାଞ୍ଜି,୧୬|୩: ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରର ରେଲବାଇ ଖେଳପଡ଼ିଆ ଠାରେ ଆୟୋଜିତ ହୋଇଥିବା କଣ୍ଟାବାଞ୍ଜି ମାଟିର ମହୋତ୍ସବ ଉଦଯାପନୀ ଉତ୍ସବ ରେ ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହ ଦେଓ ଙ୍କ ଠାରୁ ସମ୍ବର୍ଦ୍ଧିତ ହେଳେ ଉପସ୍ଥାପକ ଶୁଶିଲ ପୋଢ।‌ ଶୁଶିଲ ବଙ୍ଗୋମୁଣ୍ଡା‌ ବ୍ଳକ ଅନ୍ତର୍ଗତ ବେଳପଡା ଗାଁ ବାସିନ୍ଦା ଅଟେ। ଶୁଶିଲ ଜଣେ ଉପସ୍ଥାପକ ଭାବେ ବେଶ ପରିଚିତ ସେ‌ ବଲାଙ୍ଗୀର ଦିନ, ବଲାଙ୍ଗୀର ଲୋକ ମହୋତ୍ସବ, ଖଡ଼ିଆଳ ମହୋତ୍ସବ, ଝରିଆଳ ମହୋତ୍ସବ କାର୍ଯ୍ୟକ୍ରମ ରେ ଉପସ୍ଥାପକ…

Read More
× How can I help you?